ପିରାମିଡ୍ ଉର୍ଜା

ପିରାମିଡ୍ ଏକ ବର୍ଗାକାର ଭୂମି ଉପରେ ତ୍ରିକୋଣୀୟ ତୀର୍ଯକ କାନ୍ଥ ବିଶିଷ୍ଟ କଠିଣ ଗଢ଼ଣ | କାନ୍ଥଗୁଡିକ କ୍ରମେ ଛୋଟ ହୋଇ ଏକ ଶୀର୍ଷ ବିନ୍ଦୁରେ ମିଳିତ ହୁଏ | ଏହା ପିରାମିଡ୍ ଶୀର୍ଷକ | ପ୍ରତ୍ୟେକ ସମଦ୍ୱିବାହୁ ତ୍ରିଭୂଜର ଭୂମି ସଂଲଗ୍ନ କୋଣ ସମାନ | ଭୂମିର ଲମ୍ବ ସବୁ ଦିଗରେ ସମାନ ଓ ଏକ ସଦୃଶ ଓ କାନ୍ଥଗୁଡିକ ଏକ କ୍ଷେତ୍ରଫଳ ବିଶିଷ୍ଟ |

No Copyright. Please spread the message of Anapanasati Meditation, Vegetarianism and Spiritual Science to the whole world.
Powered by PyramidEarth