ପିରାମିଡ୍ ମାଷ୍ଟରଂକ ନିମନ୍ତେ ୧୮ ଟି ମାର୍ଗଦର୍ଶୀ ନିୟମ

ପିରାମିଡ୍ ପ୍ରଶିକ୍ଷକଗଣ ନିଶ୍ଚିତ କରିବେ

  1. ସଠିକ୍ ଭାବରେ ଧ୍ୟାନ କରନ୍ତୁ | ଯଥା – “ଆନାପାନସତି” ଏବଂ ପ୍ରତ୍ୟେକଂକୁ “ଆନାପାନସତି” ମାର୍ଗ ଶିକ୍ଷା ଦେବେ |
  2. ଉପାଦେୟ ଆଧ୍ୟାଡ୍ମିକ ପୁସ୍ତକ ପଢ଼ନ୍ତୁ | ଯଥା: ଓସୋ, ରାମ୍ପା, କାଷ୍ଟନିଡା, ଜେନି ରବର୍ଟସ୍, ଆନିବେସାନ୍ଟ୍ , ଦୀପକ ଚୋପ୍ରା, ବ୍ରାନ ୱିଜ୍, ସିଲଭିଆ ବ୍ରାଉନଂକ ଲିଖିତ ଆଧ୍ୟାଡ୍ମିକ ବହି |
  3. ଧ୍ୟାନ କରିବାର ଅଭିଜ୍ଞତା ଏବଂ ଜୀବନ ଦର୍ଶନ ପ୍ରତ୍ୟେକଂକ ସହିତ ଆଦାନ ପ୍ରଦାନ କରନ୍ତୁ |
  4. ଦିନଟିର...ଅଧିକାଂଶ ସମୟ...ମୌନ ରୁହନ୍ତୁ |
  5. ପୂର୍ଣିମା ଏବଂ ଅମାବାସ୍ୟା ରାତ୍ରୀ ଧ୍ୟାନ କରିବା ପାଇଁ ବିନିଯୋଗ କରନ୍ତୁ |
  6. ପିରାମିଡ୍ ଶକ୍ତି ଯଥାସମ୍ଭବ ଧ୍ୟାନ କରିବାରେ ଲଗାନ୍ତୁ |
  7. ଓୌଷଧ ସେବନ ବନ୍ଦ କରନ୍ତୁ ; କେବଳ ଧ୍ୟାନରୁ ଆହରଣ ଶକ୍ତି ନିରୋଗ ରଖେ |
  8. କେବେ ଆମିଷ ଭୋଜନ କରନ୍ତୁ ନାହିଁ | ଶରୀର ନିମନ୍ତେ ଯେତିକି ଖାଦ୍ୟ ଆବଶ୍ୟକ ସେତିକି ଖାଦ୍ୟ ଖାଆନ୍ତୁ | ଲୋଭରେ ଅଧିକ ଆହାର ଗ୍ରହଣ କରନ୍ତୁ ନାହିଁ |
  9. ପ୍ରଦୁଷଣ ମୁକ୍ତ ପରିବେଶରେ ( ଯଥା: ଜଙ୍ଗଲ ପରିବେଶରେ ) ଅଧିକ ସମୟ ବିତାନ୍ତୁ |
  10. ଆଧ୍ୟାଡ୍ମିକ ଚିହ୍ନ ଥିବା ବସ୍ତୁ କିମ୍ବା ପୋଷାକ ପିନ୍ଧନ୍ତୁ ନାହିଁ କିମ୍ବା ଧାର୍ମିକ ଚିହ୍ନ ଧାରଣ କରନ୍ତୁ ନାହିଁ |
  11. ଶିଶୁମାନଂକୁ ବାଲ୍ୟ ବୟସରୁ ଧ୍ୟାନ ପ୍ରଶିକ୍ଷଣ ଦିୟନ୍ତୁ |
  12. ସର୍ବଦା ଶିଷ୍ୟ ନହୋଇ, ମାଷ୍ଟର ହୁଅନ୍ତୁ |
  13. ଧ୍ୟାନ-ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅର୍ଥର ଆଦାନ ପ୍ରଦାନ କରନ୍ତୁ ନାହିଁ |
  14. ମୂର୍ତୀ ପୂଜା କିମ୍ବା ମାଷ୍ଟର ମାନଂକ ପୂଜା କରନ୍ତୁ ନାହିଁ |
  15. ସମସ୍ତ ବ୍ୟକ୍ତିଗତ ସମସ୍ୟା ନିଜର ଧ୍ୟାନ ଶକ୍ତି ବିନିଯୋଗ କରି ସମାଧାନ କରନ୍ତୁ |
  16. ନିଜର ପାରିବାରିକ ଜୀବନ ଉପଭୋଗ କରନ୍ତୁ ଏବଂ ଅନ୍ୟାନ୍ୟ ଜୀବମାନଂକୁ ଖୁସି ବାଣ୍ଟନ୍ତୁ |
  17. ପ୍ରତ୍ୟେକ ଗ୍ରାମ, ସହର ଏବଂ ନଗରରେ ଧ୍ୟାନ କେନ୍ଦ୍ର ସ୍ଥାପନ କରନ୍ତୁ |
  18. ଧ୍ୟାନ ଅଭିଜ୍ଞତା ଏବଂ ବ୍ୟକ୍ତିଗତ ଆଧ୍ୟାଡ୍ମିକ ରୂପାନ୍ତରକୁ ପ୍ରକାଶିତ କରନ୍ତୁ |

No Copyright. Please spread the message of Anapanasati Meditation, Vegetarianism and Spiritual Science to the whole world.
Powered by PyramidEarth