ଆମ୍ଭେମାନେ ପିରାମିଡ ଗୁରୁ

ଆମ୍ଭେମାନେ ପିରାମିଡ ଗୁରୁ

ନିରାମିଷ ଭୋଜନ ଆମର ଧର୍ମ

ଆମ୍ଭେମାନେ ପିରାମିଡ ଗୁରୁ

ପିରାମିଡ୍ ଆମର ମନ୍ଦିର

ଆମ୍ଭେମାନେ ପିରାମିଡ ଗୁରୁ

ଶ୍ୱାସ ପ୍ରଶ୍ୱାସ ଆମର ପ୍ରଭୁ

ଆମ୍ଭେମାନେ ପିରାମିଡ ଗୁରୁ

ଆତ୍ମା ସମ୍ପର୍କିତ ବିଜ୍ଞାନ ଆମର ପ୍ରଭୁ

ଆମ୍ଭେମାନେ ପିରାମିଡ ଗୁରୁ

ଆଲୋକିତ ହେବା ପାଇଁ ଆମର ଦୃଢ଼ ପ୍ରତିଜ୍ଞା

ଆମ୍ଭେମାନେ ପିରାମିଡ ଗୁରୁ

ଧ୍ୟାନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଆମର ବୃତ୍ତି

ଆମ୍ଭେମାନେ ପିରାମିଡ ଗୁରୁ

ସତ୍ୟ ଆମର ଆଭ୍ୟନ୍ତରୀଣ ଆନନ୍ଦ

ଆମ୍ଭେମାନେ ପିରାମିଡ ଗୁରୁ

ସ୍ୱ-ଅର୍ଜିତ ଜ୍ଞାନ ଓ ଅନୁଭୂତି ଆମର ବାର୍ତ୍ତା

ଆମ୍ଭେମାନେ ପିରାମିଡ ଗୁରୁ

ବନ୍ଧୁତା ଆମର ପ୍ରକୃତି

ଆମ୍ଭେମାନେ ପିରାମିଡ ଗୁରୁ

ବିନୟ ଆମର ସଂସ୍କୃତି

ଆମ୍ଭେମାନେ ପିରାମିଡ ଗୁରୁ

ସମସ୍ତ ଜୀବ ଜଗତ ଆମର ଏକ ବିଶ୍ୱ ପରିବାର |

No Copyright. Please spread the message of Anapanasati Meditation, Vegetarianism and Spiritual Science to the whole world.
Powered by PyramidEarth