ଆନାପାନସତି ଧ୍ୟାନ ଅଭ୍ୟାସର ପ୍ରକ୍ରିୟା

ଆଖି ବନ୍ଦ କରନ୍ତୁ...ସୁଖ ଆସନରେ ବସିଯାନ୍ତୁ...

ପ୍ରଶ୍ୱାସକୁ ଶରୀର ଭିତରେ ପ୍ରବେଶକୁ ଅନୁଭବ କରନ୍ତୁ ...ନିଶ୍ୱାସ ଶରୀର ମଧ୍ୟରୁ ବାହାରିବାକୁ ଅନୁଭବ କରନ୍ତୁ...

ପ୍ରଶ୍ୱାସ ମୃଦୁ ଓ ସହଜ ହେଉ...ନିଶ୍ୱାସ ମୃଦୁ ଓ ସହଜ ହେଉ...

ତୁମ ଶ୍ୱାସରେ ପ୍ରଶାନ୍ତି ଓ ଲୟ ରହୁ...

ଏଥର ତୁମର ଶ୍ୱାସ ଲୟପୂର୍ଣ୍ଣ ହେଉଛି...

ତାହାର ଅନୁଧାବନ କର...

ଶାନ୍ତ ରୁହ

ତୁମର ମନକୁ ନିଜର ଶ୍ୱାସପ୍ରଶ୍ୱାସ ଗତି ସହ ମିଶାଅ...

ଶ୍ୱାସ ଛାଡ଼...ନିଅ...ଛାଡ଼...ନିଅ...

ସ୍ଥିର ରୁହ

ତୁମର ଶ୍ୱାସ-ଶକ୍ତି ସହିତ ସାମିଲ ହୁଅ...

ଏହି ଶ୍ୱାସ-ଶକ୍ତି ତୁମକୁ ମନ୍ତ୍ରିତ କରୁ...

ଆନାପାନସତି ଧ୍ୟାନ ଅତି ସରଳ..ଅତି ସହଜ..

..ଆଦୌ କଷ୍ଟଦାୟକ ନୁହେଁ..

ଯେକୗଣସି ବୟସରେ

ଯେକୗଣସି ବ୍ୟକ୍ତି ଦ୍ୱାରା

ଯେକୌଣସି ସମୟରେ

ଯେକୌଣସି ସ୍ଥାନରେ

ଧ୍ୟାନ ନିୟମିତ ରୂପେ କରିବା ଉଚିତ୍... ପ୍ରତ୍ୟେହ ଧ୍ୟାନ କରିବା ଉଚିତ୍...

ପ୍ରତ୍ୟେକଂକର ବୟସ ଅନୁସାରେ...ସେତିକି ମିନିଟ୍ ପର୍ଯ୍ୟନ୍ତ...େ

ଯଥା-୨୦ବର୍ଷ ବୟସର ବ୍ୟକ୍ତି ୨୦ମିନିଟ୍େ

୪୦ ବର୍ଷ ବ୍ୟକ୍ତି...୪୦ମିନିଟ୍ ଏବଂେ

ସେହି ଅନୁପାତରେ ବୟସାନୁସାରେ ଧ୍ୟାନ କରିବା ଉଚିତ୍ |

No Copyright. Please spread the message of Anapanasati Meditation, Vegetarianism and Spiritual Science to the whole world.
Powered by PyramidEarth